• Latest
  • Trending
odisha.newsroom.in

ବିଜୁ ଲିଗାସି ନିଆଁରେ ଘିଅ ଢାଳିଲେ ସୌମ୍ୟରଂଜନ…ବଢ଼ିଲା ଚର୍ଚ୍ଚା

Apr-10-2026 02:38 PM IST
ଓଡ଼ିଆ ଅସ୍ମିତା: କଥାରେ ନା କାମରେ ?

ଓଡ଼ିଆ ଅସ୍ମିତା: କଥାରେ ନା କାମରେ ?

Apr-10-2026 08:57 PM IST
odisha.newsroom.in

ନୂଆ UPI ନିୟମ ଆଣିଲା RBI…ଏଣିକି ଅଧିକ ଟଙ୍କା ପଠାଇଲେ କରିବାକୁ ପଡ଼ିବ ଅପେକ୍ଷା !

Apr-10-2026 06:44 PM IST
odisha.newsroom.in

ରାତି ପାହିଲେ ଶାନ୍ତି ଆଲୋଚନା…ହର୍ମୁଜରେ ହଜିଗଲା ଆମେରିକାର ଅତ୍ୟାଧୁନିକ ଡ୍ରୋନ୍ MQ-4C Triton

Apr-10-2026 05:15 PM IST
odisha.newsroom.in

ସୌମ୍ୟଙ୍କ ନୂଆ ସ୍ବପ୍ନ…ବିଜୁଶ୍ରାଦ୍ଧ ଦିବସରେ ଗଠନ ହେବ ‘ଓଡ଼ିଶା ନାଗରିକ ମଞ୍ଚ’

Apr-10-2026 04:00 PM IST
odisha.newsroom.in

ଟ୍ରମ୍ପଙ୍କ କଥା ଶୁଣୁନି ଇସ୍ରାଏଲ୍…ଯୁଦ୍ଧ ବିରତି ସତ୍ତ୍ୱେ ଲେବାନନ ଉପରେ ଭୟଙ୍କର ହମଲା

Apr-10-2026 03:03 PM IST
odisha.newsroom.in

ଘରୁ ଟଙ୍କା ମିଳିବାର ବର୍ଷେ ପରେ ଇସ୍ତଫା ଦେଲେ ଜଷ୍ଟିସ ଯଶୱନ୍ତ ବର୍ମା

Apr-10-2026 12:57 PM IST
odisha.newsroom.in

ପୁଣି ତେଜିଲା ମେଟ୍ରୋ ରାଜନୀତି…ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ଅପରାଜିତାଙ୍କ ଚିଠି

Apr-10-2026 12:34 PM IST
odisha.newsroom.in

କଡ଼ା ସୁରକ୍ଷା ବଳୟରେ ଇସଲାମାବାଦ, ୧୧ ରେ ଆମେରିକା-ଇରାନ ଆଲୋଚନା

Apr-10-2026 11:36 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Apr-10-2026 10:45 AM IST
ଇରାନର ଅଡୁଆ ସର୍ତ୍ତ

ଇରାନର ଅଡୁଆ ସର୍ତ୍ତ

Apr-09-2026 11:26 PM IST
  • About
  • Careers
  • Contact Us
Saturday, April 11, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ବିଜୁ ଲିଗାସି ନିଆଁରେ ଘିଅ ଢାଳିଲେ ସୌମ୍ୟରଂଜନ…ବଢ଼ିଲା ଚର୍ଚ୍ଚା

by M M
Apr-10-2026 02:38 PM IST
in ରାଜନୀତି, ରାଜ୍ୟ
0
odisha.newsroom.in

odisha.newsroom.in

491
SHARES
1.4k
VIEWS
Share on FacebookShare on Twitter

ବିଜୁ ଲିଗାସି ନେଇ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି। ବରିଷ୍ଠ ରାଜନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରି କହିଛନ୍ତି, “କେବଳ ପୁଅମାନେ କଣ ଲିଗାସି ନେବେ ? ଆଉ କେହି ନେଇ ପାରିବେ ନାହିଁ କି?”ସୌମ୍ୟ ପଟ୍ଟନାୟକ ଏକ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି କହିଛନ୍ତି, “ଆମେ କାହିଁକି ବିଜୁ ଲିଗାସିକୁ ଚୋରି କରିବାକୁ ଉଦ୍ୟମ କରିବୁ? ବିଜୁ ଲିଗାସି କାହାର କଣ ଜାଗିରଦାରୀ କି? ଏହା କେବଳ ଗୋଟିଏ ପରିବାରର ସମ୍ପତ୍ତି ନୁହେଁ।

ବିଜୁ ବାବୁଙ୍କ ଲିଗାସି ସମଗ୍ର ଓଡ଼ିଶା ଓ ଓଡ଼ିଆ ଜାତିର।”ସେ ଆହୁରି କହିଛନ୍ତି ଯେ, ରାଜନୀତିରେ ଲିଗାସି କେବଳ ପୁତ୍ର କିମ୍ବା ପରିବାର ସଦସ୍ୟଙ୍କ ପାଇଁ ସଂରକ୍ଷିତ ନୁହେଁ। ଯେଉଁମାନେ ବିଜୁ ବାବୁଙ୍କ ଆଦର୍ଶ, ସେବା ଓ ଓଡ଼ିଶାର ବିକାଶକୁ ଆଗକୁ ବଢ଼ାଇବେ, ସେହିମାନେ ଲିଗାସିର ଉତ୍ତରାଧିକାରୀ ହୋଇପାରିବେ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି କେବଳ ପରିବାର କେନ୍ଦ୍ରିକ ହୋଇ ରହିଯିବା ଉଚିତ ନୁହେଁ ବୋଲି ସୌମ୍ୟ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି।

ସୌମ୍ୟଙ୍କ ଏହି ମନ୍ତବ୍ୟ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୌମ୍ୟ ରଞ୍ଜନ ପଟ୍ଟନାୟକ ପୂର୍ବରୁ ଆମ ଓଡ଼ିଶା ପାର୍ଟି ଗଠନ କରି ପରେ ବିଜେଡିରେ ମିଶି ରାଜ୍ୟସଭା ସାଂସଦ ହୋଇଥିଲେ। ତାଙ୍କର ଏହି କଟାକ୍ଷକୁ ବିଜେଡି ନେତାମାନେ କିପରି ନେବେ ତାହା ଏବେ ଦେଖିବାକୁ ବାକି ରହିଛି।

ବିଜୁ ପଟ୍ଟନାୟକଙ୍କ ଲିଗାସି ନେଇ ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ବିତର୍କ ହୋଇଛି। ନବୀନ ପଟ୍ଟନାୟକ ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ପିତାଙ୍କ ଲିଗାସିକୁ ଆଗକୁ ବଢ଼ାଇବାର ଦାବି କରୁଥିଲେ। କିନ୍ତୁ ସୌମ୍ୟ ପଟ୍ଟନାୟକଙ୍କ ଏହି ମନ୍ତବ୍ୟ ପରେ ପ୍ରଶ୍ନ ଉଠିଛି ଯେ, ବିଜୁ ଲିଗାସି କେବଳ ଏକ ପରିବାରର ସମ୍ପତ୍ତି ନା ସମଗ୍ର ଓଡ଼ିଶାର ? ଏ ବିଷୟରେ ବିଜେଡି ବା ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଏ ଯାଏଁ କୌଣସି ପ୍ରତିକ୍ରିୟା ଆସିନାହିଁ। ତେବେ ଏହି କଟାକ୍ଷ ଦଳ ଭିତରେ ନୂଆ ଆଲୋଚନା ଆରମ୍ଭ କରିଦେଇଛି।

Tags: biju legacybjdnaveensoumyaranjan
Share196Tweet123
M M

M M

ଆଜିର ପାଗ

Bhubaneswar
April 11, 2026, 3:11 AM
 

SSW
Partly cloudy
26°C
2.4 m/s
Apparent: 32°C
Pressure: 1009 mb
Humidity: 96%
Winds: 2.4 m/s SSW
Windgusts: 7.5 m/s
UV-Index: 0
Precip.: 0mm /3% / Rain
Sunrise: 5:31 AM
Sunset: 6:03 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom