• Latest
  • Trending
Horoscope 2026 April 16: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 16: ଜାଣନ୍ତୁ ଆଜିର ରାଶିଫଳ…

Apr-16-2026 10:54 AM IST
odisha.newsroom.in

ସୋମବାର ପୁଣି ବସିବ US – IRAN ଶାନ୍ତି ବୈଠକ, ଟ୍ରମ୍ପ କହିଲେ…

Apr-18-2026 08:28 AM IST
odisha.newsroom.in

ହର୍ମୁଜ୍ ଖୋଲିବାର କିଛି ଘଣ୍ଟା ପରେ ପୁଣି ନୂଆ ସର୍ତ୍ତ ଲଗାଇଲା IRGC

Apr-18-2026 08:05 AM IST
odisha.newsroom.in

କାଟ ଖାଇଲା ମହିଳା ସଂରକ୍ଷଣ ବିଲ୍…ମିଳିଲା ନାହିଁ ଆବଶ୍ୟକ ଭୋଟ, ଆଗକୁ କଣ ହେବ ?

Apr-18-2026 07:45 AM IST
Horoscope 2026 April 18: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 18: ଜାଣନ୍ତୁ ଆଜିର ରାଶିଫଳ…

Apr-18-2026 07:29 AM IST
odisha.newsroom.in

Strait of Hormuz କୁ ନେଇ ଇରାନର ବଡ଼ ଘୋଷଣା, ବିଶ୍ୱ ତୈଳ ବଜାରରେ ଉତ୍ସାହ

Apr-17-2026 06:53 PM IST
odisha.newsroom.in

ମୁଖ୍ୟମନ୍ତ୍ରୀ ଆସନରେ ବସୁ ବସୁ ହତ୍ୟା ଧମକ, କାହାର ଏ ଅଜଣା କଲ୍ ?

Apr-17-2026 03:40 PM IST
odisha.newsroom.in

ଅସହ୍ୟ ତାତିରେ ଆଉଟୁପାଉଟୁ ସାରା ଓଡ଼ିଶା…ପାଣିପାଗ ବିଭାଗ କହୁଛି…

Apr-17-2026 03:05 PM IST
odisha.newsroom.in

ଆକାଶରେ ଫୁଟିବ ପରମାଣୁ ବୋମା…ଧ୍ବଂସ ହେବ ସାଟେଲାଇଟ, କାମ କରିବନି ଇଣ୍ଟରନେଟ୍

Apr-17-2026 02:48 PM IST
odisha.newsroom.in

ବିଜୁଙ୍କ ଶ୍ରାଦ୍ଧ ଦିବସରେ ପୁଣି ଗର୍ଜିଲେ ଶ୍ରୀମୟୀ…କହିଲେ…

Apr-17-2026 02:25 PM IST
odisha.newsroom.in

ବିଜୁଙ୍କ ତିରୋଧାନ ଦିବସରେ କାନ୍ଦିଲେ ଦିଲ୍ଲୀପ…ବିଜୁ ଲିଗାସୀର ମର୍ମ ବୁଝାଇଦେଲେ…

Apr-17-2026 02:09 PM IST
  • About
  • Careers
  • Contact Us
Saturday, April 18, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

Horoscope 2026 April 16: ଜାଣନ୍ତୁ ଆଜିର ରାଶିଫଳ…

by M M
Apr-16-2026 10:54 AM IST
in ଆପଣଙ୍କ ଭାଗ୍ୟ
0
Horoscope 2026 April 16: ଜାଣନ୍ତୁ ଆଜିର ରାଶିଫଳ…
491
SHARES
1.4k
VIEWS
Share on FacebookShare on Twitter

ମେଷ: ଶିକ୍ଷାକ୍ଷେତ୍ରରେ ସଫଳତା ପାଇବେ। ସ୍ବାସ୍ଥ୍ୟ ସଂପୂର୍ଣ୍ଣରୂ‌ପେ ଆପଣଙ୍କୁ ସାଥ୍ ଦେବ। ସନ୍ଧ୍ୟାରେ ଜୀବନସାଥୀ ସହିତ ବାହାରକୁ ବୁଲିଯିବା ଏବଂ ଭୋଜନ କରିବାରେ ଆପଣଙ୍କୁ ଶାନ୍ତି ମିଳିବ। 


ବୃଷ: ପୁରୁଣା କଥାକୁ ନେଇ ଅଧିକ ଭାବନ୍ତୁ ନାହିଁ। ଆପଣଙ୍କ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସାମାଜିକ ସ୍ତରରେ ବହୁତ ସକ୍ରିୟ ରହିବେ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ବୁଝିବେ। 


ମିଥୁନ: ଶାନ୍ତିରେ କାମକୁ ସମାପ୍ତ କରିବାରେ ଚେଷ୍ଟା କରିବେ। ଅନ୍ୟମାନଙ୍କ ଭାବନାକୁ ବୁଝିବାରେ ସଫଳ ହେବେ। ଆପଣଙ୍କ ସନ୍ତାନର ଉନ୍ନତି ଯୋଗୁଁ ଖୁସି ହେବେ। ଭାଷାରେ ମଧୁରତା ରଖନ୍ତୁ ଆପଣଙ୍କ ଲାଗି ଭଲ ହେବ। 


କର୍କଟ: ଆର୍ଥିକରୂପେ ବନ୍ଧୁ ଠାରୁ ସାହାଯ୍ୟ ପାଇବେ। ଜୀବନରେ ଆଗକୁ ବଢ଼ିବେ। ଉଚିତ ଭୋଜନ ଉପରେ ଧ୍ୟାନ ଦିଅନ୍ତୁ। କ୍ୟାରିୟରରେ ଆପଣଙ୍କ ଗୁରୁଙ୍କର ସହଯୋଗ ପାଇବେ। 


ସିଂହ: ଜୀବନସାଥୀଙ୍କ ଭଲ ପରାମର୍ଶରେ ଉପାର୍ଜନ ଲାଗି ନୂଆ ମାର୍ଗ ପାଇବେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବନ୍ଧୁ ସହିତ କୌଣସି କଥା ଉପରେ ବିଚାର ବିମର୍ଶ କରିବେ। 

କନ୍ୟା: ଘର ପରିବାରରେ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟର ରୂପରେଖ ପ୍ରସ୍ତୁତ ହେବ। ମେଡ଼ିକାଲ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। କଳା ଛାତ୍ରଛାତ୍ରୀ ପରିଶ୍ରମର ସୁଫଳ ପାଇବେ। 


ତୁଳା: ଅଫିସରେ ସମସ୍ତଙ୍କ ସହିତ ଭଲ ସଂପର୍କ ରହିବ। ସାମାଜିକ ଗତିବିଧିରେ ଯୋଗଦାନ ‌ଦେବେ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ। ଗାଡ଼ି କିଣିବା ପାଇଁ ବାପାଙ୍କ  ସହିତ କଥା ହେବେ। 


ବିଛା: ସଠିକ୍ ଯୋଜନା ଦ୍ବାରା କ୍ୟାରିୟରରେ ପରିବର୍ତ୍ତନ ଆଣିବାର ସଫଳ ହେବେ। ସାମାଜିକ ସ୍ତରରେ ଲୋକଙ୍କ ସାହାଯ୍ୟ ମିଳିବା ହେତୁ ଆଗକୁ ବଢ଼ିବେ। ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ‌ଯୋଜନା କରିବେ। 


ଧନୁ: ବେପାରରେ କ୍ଷେତ୍ରରେ ଟିକେ ବାଧା ପରେ ଲାଭ ପାଇବେ। କ୍ୟାରିୟରରେ ବଡ଼ ସଫଳତା ହାସଲ କରିବେ। ସାମାଜିକ ପରିସର ଓ ସମ୍ମାନରେ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ବହୁତ ଭଲ ରହିବ। 


ମକର: ଚାକିରିଜୀବୀଙ୍କ ଲାଗି ଦିନଟି ଲାଭକାରୀ ରହିବ। ଆପଣଙ୍କ ଭଲ ବ୍ୟବହାରରେ ଲୋକେ ପ୍ରଭାବିତ ହେବେ। ବେପାରରେ ଉନ୍ନତ ହେବ। ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବାର ମଉକା ପାଇବେ। 


କୁମ୍ଭ: ଭଗ୍ୟର ସହଯୋଗ ପାଇବା ପାଇଁ ଟିକେ ବିଳମ୍ବ ହୋଇପାରେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସାମାଜିକ ସମାରୋହକୁ ଯାଇପାରନ୍ତି। ଚାକିରି କରିବା ପାଇଁ ନୂଆ ଅବସର ପାଇବେ। ପ୍ରେମ ସମ୍ବନ୍ଧ ମଧୁର ହେବ। 


ମୀନ: ପରିଶ୍ରମ, ଧୈର୍ଯ୍ୟ ଓ ବୁଦ୍ଧିବଳରେ କାମକୁ କରିନେବେ। ଚୁକ୍ତିବଦ୍ଧ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଅଛି। ଆପଣଙ୍କ ଠାରୁ ବଡ଼ ଓ ଅନୁଭବୀଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ ଭଲ ହେବ।

Tags: rasiphalatoday horoscope
Share196Tweet123
M M

M M

ଆଜିର ପାଗ

Bhubaneswar
April 18, 2026, 2:23 PM
 

S
Overcast
34°C
3.6 m/s
Apparent: 34°C
Pressure: 1008 mb
Humidity: 91%
Winds: 3.6 m/s S
Windgusts: 8.5 m/s
UV-Index: 0
Precip.: 0mm /0% / Rain
Sunrise: 5:26 AM
Sunset: 6:05 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom