• Latest
  • Trending
Horoscope 2026 April 20: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 20: ଜାଣନ୍ତୁ ଆଜିର ରାଶିଫଳ…

Apr-20-2026 11:37 AM IST
odisha.newsroom.in

ଜାପାନରେ ଭୟଙ୍କର ଭୂ-କମ୍ପ…ଜାରି ହେଲା ସୁନାମି ସତର୍କତା…

Apr-20-2026 02:19 PM IST
odisha.newsroom.in

ଦ୍ୱିତୀୟ ଦଫା ଶାନ୍ତି ଆଲୋଚନାକୁ କାହିଁକି ପ୍ରତ୍ୟାଖ୍ୟାନ କଲା ଇରାନ ?

Apr-20-2026 01:22 PM IST
odisha.newsroom.in

ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର..ଆହୁରି ୬ ଡିଗ୍ରୀ ବଢ଼ିବ ଉତ୍ତାପ

Apr-20-2026 12:50 PM IST
odisha.newsroom.in

ମଝି ଆକାଶରେ ଚାରି ଘଣ୍ଟା ଥରିଲା ବିମାନ…ବିକଳରେ କାନ୍ଦିଲେ ଯାତ୍ରୀ…

Apr-20-2026 12:19 PM IST
odisha.newsroom.in

ହର୍ମୁଜରେ ଭାରତୀୟ ଜାହାଜକୁ ଗୁଳିମାଡ଼ ପରେ ବାହାରକୁ ଆସିଲା ବିକଳ ଅଡିଓ…ଆପଣ ଆମକୁ ଅନୁମତି ଦେଇଛନ୍ତି, ପ୍ଲିଜ…

Apr-19-2026 12:41 PM IST
odisha.newsroom.in

ବଢ଼ିଲା ସରକାରୀ କର୍ମଚାରୀଙ୍କ DA, ଜାଣନ୍ତୁ ଥିଲା କେତେ, ହେଲା କେତେ

Apr-18-2026 04:39 PM IST
odisha.newsroom.in

ଆଜି ରାତିରେ ଦେଶବାସୀଙ୍କୁ କଣ କହିବେ ମୋଦି…? ସମସ୍ତଙ୍କ ନଜର

Apr-18-2026 04:17 PM IST
odisha.newsroom.in

ସୋମବାର ପୁଣି ବସିବ US – IRAN ଶାନ୍ତି ବୈଠକ, ଟ୍ରମ୍ପ କହିଲେ…

Apr-18-2026 08:28 AM IST
odisha.newsroom.in

ହର୍ମୁଜ୍ ଖୋଲିବାର କିଛି ଘଣ୍ଟା ପରେ ପୁଣି ନୂଆ ସର୍ତ୍ତ ଲଗାଇଲା IRGC

Apr-18-2026 08:05 AM IST
odisha.newsroom.in

କାଟ ଖାଇଲା ମହିଳା ସଂରକ୍ଷଣ ବିଲ୍…ମିଳିଲା ନାହିଁ ଆବଶ୍ୟକ ଭୋଟ, ଆଗକୁ କଣ ହେବ ?

Apr-18-2026 07:45 AM IST
  • About
  • Careers
  • Contact Us
Monday, April 20, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home Uncategorized

Horoscope 2026 April 20: ଜାଣନ୍ତୁ ଆଜିର ରାଶିଫଳ…

by M M
Apr-20-2026 11:37 AM IST
in Uncategorized
0
Horoscope 2026 April 20: ଜାଣନ୍ତୁ ଆଜିର ରାଶିଫଳ…
491
SHARES
1.4k
VIEWS
Share on FacebookShare on Twitter

୨୦ ଏପ୍ରିଲ ୨୦୨୬, ‌ସୋମବାର। ତିଥି: ବୈଶାଖ ଶୁକ୍ଳ ତୃତୀୟ‌ା। ନକ୍ଷତ୍ର: ରୋହିଣୀ। ଚନ୍ଦ୍ର: ବୃଷ। ଅକ୍ଷୟ ତୃତୀୟା, ରଥ ନିର୍ମାଣ ଅନୁକୂଳ, ଚନ୍ଦନ ଯାତ୍ରା ଆରମ୍ଭ, ରେବତୀ ବିବାହ, ବିନାୟକ ଚତୁର୍ଥୀ। ସୂର୍ଯ୍ୟୋଦୟ: ୫ଟା୨୮, ସୂର୍ଯ୍ୟାସ୍ତ: ୬ଟା୨। ଘାତଚନ୍ଦ୍ର: ବିଛା। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୫ଟା୨୮ରୁ ୭ଟା୩, ଦିବା ୧୦ଟା୩୦ରୁ ୧ଟା୧, ଦିବା ୪ଟା୨୮ରୁ ୫ଟା୧୨, ସନ୍ଧ୍ୟା ୬ଟା୪୮ରୁ ୯ଟା୫, ରାତ୍ରି ୧୧ଟା୪୫ରୁ ୨ଟା୨୫ ପର୍ଯ୍ୟନ୍ତ।

ମେଷ: ବନ୍ଧୁଙ୍କୁ ଦେଇଥିବା ଧାର ‌ଫେରି ପାଇବେ। ଘରୋଇ ଉଦ୍ୟୋଗରେ ଚାକିରି କରୁଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିପାରେ। ମିଡିଆରେ କାମ କରୁଥିବା ଲୋକ ଲାଭ ପାଇବେ। 

ବୃଷ: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ପୂରା କରିବେ। ସବୁ ଅଶାନ୍ତିରୁ ମୁକ୍ତି ପାଇବେ। ପାରିବାରିକ ଜୀବନରେ ସୌହାର୍ଦ୍ଦ୍ୟ ବଢ଼ିବ। ରାଜନୀତି କ୍ଷେତ୍ରରେ ଥିଲେ ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ।

ମିଥୁନ: ଅନ୍‌ଲାଇନ୍‌ରେ ଆପଣ ବଡ଼ ଅର୍ଡର୍‌ ପାଇବେ। ସନ୍ତାନ ପକ୍ଷରୁ ଭଲ ଖବର ମିଳିବ। ପାରିବାରିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। କାର୍ଯ୍ୟଦକ୍ଷତା ପାଇଁ ସମାଜରେ ସମ୍ମାନିତ ହେବେ। 

କର୍କଟ: କାହାରି ଠାରୁ ନେଇଥବା ଧାର ପରିଶୋଧ କରିବେ। କାର୍ଯ୍ୟରେ ସଫଳତା ପାଇବେ। ଚାକିରିରେ ସକାରାତ୍ମକ ପରିବର୍ତ୍ତନ ହେବ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ରୁଚି ବଢ଼ିବ। 

ସିଂହ: ଆପଣଙ୍କ ପରାକ୍ରମ ବୃଦ୍ଧି ହେବ। ବନ୍ଧୁ ଆପଣଙ୍କ ମନୋବଳ ବଢ଼ାଇବେ। ବେପାରରେ ଉନ୍ନତି ହେବ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। 

କନ୍ୟା: ଆମଦାନି ଅପେକ୍ଷା କରଜ ବୃଦ୍ଧି ହେବ। ଅଫିସ୍‌ରେ ସ୍ଥିତି ଠିକ୍ ରହିବ। ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ବିଦ୍ୟାର୍ଥୀ ପାଠପଢ଼ାରେ ଧ୍ୟାନ ଦିଅନ୍ତୁ।  

ତୁଳା: ପୂର୍ବରୁ ଲାଗି ରହିଥିବା ପାରିବାରିକ ବିବାଦ ସମାପ୍ତ ହେବ। କାର୍ କିଣିବାକୁ ସ୍ଥିର କରିପାରନ୍ତି। ରାଜନୀତିରେ ଅଧିକାରୀମାନଙ୍କ ସହ ସମ୍ପର୍କ ବଢ଼ିବ। 

ବିଛା: ପାରିବାରିକ ସମ୍ବନ୍ଧରେ ଭଲ ତାଳମେଳ ରହିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। କମ୍ପ୍ୟୁଟର୍‌ ସମ୍ପର୍କିତ ସାମଗ୍ରୀ କିଣିବେ। ବନ୍ଧୁ ଆପଣଙ୍କ ପାଇଁ ଉପହାର ନେଇ ଆସିବେ।

ଧନୁ: ସାରାଦିନ ଶକ୍ତିରେ ଭରି ରହିବେ। କୌଣସି ବିଶେଷ ବ୍ୟକ୍ତିଙ୍କ ସ୍ବାଗତ ସତ୍କାରରେ ବ୍ୟସ୍ତ ରହିବେ। ପ୍ରେମ ସମ୍ବନ୍ଧ ମଧୁର ହେବ। 

ମକର: ଆଗକୁ ବଢ଼ିବାରେ ଘରଲୋକଙ୍କ ପରାମର୍ଶ ପାଇବେ। ସରକାରୀ ଚାକିରି ଆଶାୟୀ ଭଲ ଖବର ପାଇବେ। ବେପାର ଭଲ ଚାଲିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। 

କୁମ୍ଭ: ଧାର୍ମିକ କାର୍ଯ୍ୟରେ ଭାଗନେବେ। କ୍ଷମତା ଠାରୁ ଅଧିକ ଦାୟିତ୍ବ ନେଇ ପାରନ୍ତି। ପରିବହନ ବ୍ୟବସାୟୀଙ୍କର ଭଲ ଲାଭ ହେବ। ବିଦ୍ୟାର୍ଥୀ ପରିଶ୍ରମର ଭଲ ପରିଣାମ ପାଇବେ। 

ମୀନ: ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଚାକିରିରେ ବେତନ ବୃଦ୍ଧି ହେବ। ଛାତ୍ରଛାତ୍ରୀ ଆହୁରି ଅଧିକ ପରିଶ୍ରମ କରନ୍ତୁ।

Tags: daily horoscoperashiphalatoday horoscope
Share196Tweet123
M M

M M

ଆଜିର ପାଗ

Bhubaneswar
April 20, 2026, 6:23 PM
 

S
Overcast
29°C
2.8 m/s
Apparent: 34°C
Pressure: 1005 mb
Humidity: 77%
Winds: 2.8 m/s S
Windgusts: 9.7 m/s
UV-Index: 0.05
Precip.: 0mm /10% / Rain
Sunrise: 5:24 AM
Sunset: 6:06 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom