• Latest
  • Trending
କିଏ ଗଢ଼ିବ ସରକାର?

କିଏ ଗଢ଼ିବ ସରକାର?

Oct-08-2024 09:25 AM IST
ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ ରେଡ୍

ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ ରେଡ୍

Nov-01-2025 10:11 AM IST
ନବୀନ ପଚାରିବେ କି ଯକ୍ଷ ପ୍ରଶ୍ନ…ଆପଣମାନେ ଖୁସି ତ ?

ନବୀନ ପଚାରିବେ କି ଯକ୍ଷ ପ୍ରଶ୍ନ…ଆପଣମାନେ ଖୁସି ତ ?

Nov-01-2025 09:17 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Nov-01-2025 08:59 AM IST
ବିହାର ନିର୍ବାଚନ : ୧ କୋଟି ସରକାରୀ ଚାକିରି ଦେବାର ପ୍ରତିଶ୍ରୁତି ଦେଲା ଏନଡିଏ

ବିହାର ନିର୍ବାଚନ : ୧ କୋଟି ସରକାରୀ ଚାକିରି ଦେବାର ପ୍ରତିଶ୍ରୁତି ଦେଲା ଏନଡିଏ

Oct-31-2025 12:42 PM IST
କେତେକ ଜିଲ୍ଲାରେ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି

କେତେକ ଜିଲ୍ଲାରେ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି

Oct-31-2025 10:18 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Oct-31-2025 09:43 AM IST
ତୃତୀୟ ଶ୍ରେଣୀରୁ ପଢ଼ାଯିବ ‘ଏଆଇ’ ପାଠ୍ୟକ୍ରମ

ତୃତୀୟ ଶ୍ରେଣୀରୁ ପଢ଼ାଯିବ ‘ଏଆଇ’ ପାଠ୍ୟକ୍ରମ

Oct-31-2025 09:37 AM IST
ପୋୱାଇ ଷ୍ଟୁଡିଓରେ ପଣବନ୍ଦୀ କାଣ୍ଡ: ୧୭ ଶିଶୁଙ୍କ ସମେତ ସମସ୍ତ ବନ୍ଧକ ସୁରକ୍ଷିତ, ଅଭିଯୁକ୍ତ ରୋହିତ ଆର୍ଯ୍ୟ ମୃତ

ପୋୱାଇ ଷ୍ଟୁଡିଓରେ ପଣବନ୍ଦୀ କାଣ୍ଡ: ୧୭ ଶିଶୁଙ୍କ ସମେତ ସମସ୍ତ ବନ୍ଧକ ସୁରକ୍ଷିତ, ଅଭିଯୁକ୍ତ ରୋହିତ ଆର୍ଯ୍ୟ ମୃତ

Oct-31-2025 09:21 AM IST
ମହିଳା ବିଶ୍ୱକପ ଫାଇନାଲରେ ଭାରତ

ମହିଳା ବିଶ୍ୱକପ ଫାଇନାଲରେ ଭାରତ

Oct-31-2025 09:04 AM IST
ବିଜେପିର ବରିଷ୍ଠ ନେତା ଶଙ୍କର୍ଷଣ ପରିଡାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ବିଜେପିର ବରିଷ୍ଠ ନେତା ଶଙ୍କର୍ଷଣ ପରିଡାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

Oct-30-2025 04:24 PM IST
  • About
  • Careers
  • Contact Us
Saturday, November 1, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home Uncategorized

କିଏ ଗଢ଼ିବ ସରକାର?

by M M
Oct-08-2024 09:25 AM IST
in Uncategorized
0
କିଏ ଗଢ଼ିବ ସରକାର?
491
SHARES
1.4k
VIEWS
Share on FacebookShare on Twitter

ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ଆଉ କିଛି ସମୟ ପରେ ଜଣାପଡିବ କିଏ ଗଢ଼ିବ ସରକାର ।  ଏହି କେନ୍ଦ୍ର ଶାସିତ ପ୍ରଦେଶରେ ୧୦ ବର୍ଷ ପରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ୯୦ ସିଟ୍‌ରେ ହେଉଛି ଲଢ଼େଇ ।  ଏଥର ମଇଦାନକୁ ଓମର ଅବଦୁଲ୍ଲା, ରବୀନ୍ଦ୍ର ସୈନୀ, ଇଲତିଜା ମୁଫତିଙ୍କ ପରି ଆଗ ଧାଡ଼ିର ନେତା ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ।

ସେପଟେ ହରିୟାଣା ଓ ଜମ୍ମୁ ଓ କଶ୍ମୀରରେ ହୋଇଥିବା ନିର୍ବାଚନର ଭୋଟ ଗଣତି ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି। ଏଥିରେ କଂଗ୍ରେସ ଆଗରେ ରହିଛି। ଅପରପକ୍ଷରେ ଜମ୍ମୁ ଓ କଶ୍ମୀରରେ ବିଜେପି ଓ ଇଣ୍ଡି ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଚାଲିଛି।  ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ସକାଳ 9ଟା ଭିତରେ କଂଗ୍ରେସ  ଆଗରେ ରହିଛି  । ତେବେ କେତ ଆସନରେ କିଏ ଜିତିବ ତାହା ଆଉ କିଛି ସମୟ ପରେ ଜଣାପଡ଼ିବ ।

ଓମର ଅବଦୁଲ୍ଲା ଗାନ୍ଦେରବଲ ଓ ବଡ଼ଗାମରୁ ମଇଦାନକୁ ଓହ୍ଲାଇଛନ୍ତି। ଗାନ୍ଦେରବଲ ହେଉଛି ନ୍ୟାସନାଲ କନଫରେନ୍ସର ଗଡ଼। ଏଠାରେ ଅବଦୁଲ୍ଲା ପରିବାରର ୩ ପିଢ଼ିଙ୍କୁ ଲୋକମାନେ ନିର୍ବାଚିତ କରି ଆସୁଛନ୍ତି। ଚଳିତ ନିର୍ବାଚନରେ ବି ଏଠାରୁ ଓମାର ଅବଦୁଲ୍ଲା ଆଗରେ ଅଛନ୍ତି ଓ ନିଜ ବିଜୟକୁ ନେଇ ଦୃଢ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି ।

ପିଡିପି ମୁଖ୍ୟ ମେହବୁବା ମୁଫତି ଏଥର ନିଜେ ନିର୍ବାଚନଠୁ ଦୂରେଇ ଯାଇଥିବା ବେଳେ ତାଙ୍କ ଝିଅ ଶ୍ରୀଗୁଫବାରା- ବିଜବେହାରା ସିଟ୍‌ରୁ ମଇଦାନକୁ ଓହ୍ଲାଇଛନ୍ତି। ବିଜେପିର ପ୍ରଦେଶ ଅଧ୍ୟକ୍ଷ ରବୀନ୍ଦ୍ର ସୈନୀ ନୌଶୋରା ସିଟ୍‌ରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ପ୍ରାରମ୍ଭିକ ଟ୍ରେଣ୍ଟରେ କଂଗ୍ରେସ-ଏନସିପି ମେଣ୍ଟ ଆଗୁଆ ରହିଛି ।

Share196Tweet123
M M

M M

ଆଜିର ପାଗ

Bhubaneswar
November 1, 2025, 12:48 PM
 

WNW
Overcast
31°C
2 m/s
Apparent: 32°C
Pressure: 1010 mb
Humidity: 93%
Winds: 2 m/s WNW
Windgusts: 7.2 m/s
UV-Index: 0
Precip.: 2.5mm /75% / Rain
Sunrise: 5:48 AM
Sunset: 5:11 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ ରେଡ୍

ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ ରେଡ୍

November 1, 2025
ନବୀନ ପଚାରିବେ କି ଯକ୍ଷ ପ୍ରଶ୍ନ…ଆପଣମାନେ ଖୁସି ତ ?

ନବୀନ ପଚାରିବେ କି ଯକ୍ଷ ପ୍ରଶ୍ନ…ଆପଣମାନେ ଖୁସି ତ ?

November 1, 2025
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

November 1, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom