ଏସିଆର ବୃହତ ରେଳ ଉପକରଣ ପ୍ରଦର୍ଶନୀ-୨୦୨୫କୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ by M M Oct-16-2025 10:04 AM IST 0 କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଦୂରସଂଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଏସିଆର ବୃହତ୍ତମ ଓ ବିଶ୍ବର ୨ୟ ବୃହତ୍ତମ ରେଳ ପ୍ରଦର୍ଶନୀ-୧୬ତମ ଅନ୍ତର୍ଜାତୀୟ ରେଳ ଉପକରଣ ପ୍ରଦର୍ଶନୀ-୨୦୨୫ର ଉଦଘାଟନ କରିଛନ୍ତି।... Read moreDetails
ଅହମ୍ମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନକୁ ଅନୁମୋଦନ by M M Oct-16-2025 10:01 AM IST 0 କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଅହମ୍ମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନ ପାଇଁ ଭାରତର ପ୍ରୟାସକୁ ରାଜ୍ୟଗୋଷ୍ଠୀ ସଂଘର ମଞ୍ଜୁରୀ ମିଳିବା ନେଇ ଖୁସି ବ୍ୟକ୍ତ କରିଛନ୍ତି। ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଶ୍ରୀ ଶାହ... Read moreDetails
ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ କରିବେ ଜୟ ଢୋଲକିଆ by M M Oct-15-2025 07:10 PM IST 0 ଭାରତୀୟ ଜନତା ପାର୍ଟୀ ସଂସଦୀୟ ବୋର୍ଡ ତରଫରୁ ଆଜି ନୂଆପଡା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଜୟ ଢୋଲକିଆଙ୍କ ନାମ ଘୋଷଣା କରାଯାଇଛି । ଦଳୀୟ ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତା କାଲି... Read moreDetails
୫୭ରୁ ଅଧିକ ବ୍ୟକ୍ତି ଏବଂ ସଙ୍ଗଠନକୁ ଆତଙ୍କବାଦୀ ସଙ୍ଗଠନ ଏବଂ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଛି by M M Oct-15-2025 11:07 AM IST 0 ୫୭ରୁ ଅଧିକ ବ୍ୟକ୍ତି ଏବଂ ସଙ୍ଗଠନକୁ ଆତଙ୍କବାଦୀ ସଙ୍ଗଠନ ଏବଂ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଛି । ଯାହାଦ୍ୱାରା ସେମାନଙ୍କ କାର୍ଯ୍ୟକଳାପ ଉପରେ ସଫଳ ନିୟନ୍ତ୍ରଣ ସମ୍ଭବ ହୋଇପାରିଛି। ମୋଦୀ ସରକାର ଧାରା ୩୭୦ ଉଚ୍ଛେଦ, ସର୍ଜିକାଲ୍ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ୍... Read moreDetails
ବିଶାଖାପାଟଣାରେ ୧୫ ବିଲିୟନ ଡଲାରର ଏଆଇ ହବ୍ କରିବ ଗୁଗୁଲ୍ by M M Oct-15-2025 11:01 AM IST 0 ବିଶାଖାପାଟଣାରେ ଗୁଗୁଲ୍ ଏଆଇ ହବ୍ ନିର୍ମାଣ କରିବ । ଏହା ଫଳରେ ଡିଜିଟାଲ୍ ଅର୍ଥବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିବ ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଗୁଗୁଲ୍ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମ ‘ଭାରତ... Read moreDetails
କାନ୍ଧରେ ବନ୍ଧୁକ ହୃଦୟରେ ପ୍ରେମ, ଏକ ନିଆରା ବିବାହ କାହାଣୀ by M M Oct-14-2025 07:33 PM IST 0 ଛତିଶଗଡ଼ର କାଙ୍କେର ଜିଲ୍ଲାରୁ କାନ୍ଧରେ ବନ୍ଧୁକ ଆଉ ହୃଦୟରେ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ହିଂସାରେ ଭଳି ଯାଇଥିବା ମନ ଏବଂ ପରିବର୍ତ୍ତନ ଏହି କାହାଣୀ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଇଛି । ଯେଉଁଠାରେ ଏକ ଆତ୍ମସମର୍ପଣକାରୀ ନକ୍ସଲ... Read moreDetails
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ? by M M Oct-14-2025 04:09 PM IST 0 ଖୁବ୍ ଶୀଘ୍ର ଲାଗୁ ହେବାକୁ ଯାଉଛି ଅଷ୍ଟମ ବେତନ କମିଶନ । ରିପୋର୍ଟ ଅନୁସାରେ ଅଷ୍ଟମ ବେତନ କମିଶନ ଲାଗୁ ହେଲେ କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଥିବା କର୍ମଚାରୀଙ୍କ ଦରମା ଦୁଇଗୁଣ ହୋଇଯିବ । ଯଦିଓ ଏହି ଦରମା 2027ରେ... Read moreDetails
୩ ବିଶିଷ୍ଟ ଅର୍ଥନୀତି ବିଜ୍ଞାନୀଙ୍କୁ ମିଳିବ ନୋବେଲ ପୁରସ୍କାର by M M Oct-14-2025 08:53 AM IST 0 ଘୋଷଣା ହେଲା ଅର୍ଥନୀତିରେ ନୋବେଲ । ଜୋୟେ ମୋକିର, ଫିଲିପ ଆଘିଅନ୍ ଏବଂ ପିଟର ହୋୱିଟଙ୍କୁ ମିଳିବ ଅର୍ଥନୀତିରେ ନୋବେଲ ସମ୍ମାନ। ନବସୃଜନ ଜରିଆରେ ଆର୍ଥିକ ଅଭିବୃଦ୍ଧି ଉପରେ ଗବେଷଣା ପାଇଁ ୩ ଜଣଙ୍କୁ ମିଳିବ ଏହି ପୁରସ୍କାର । ଏନେଇ... Read moreDetails
ନୂଆପଡ଼ା ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି by M M Oct-14-2025 02:48 PM IST 0 ନୂଆପଡ଼ା ଉପନିର୍ବାଚନ ପାଖେଇ ଆସୁଛି । କିନ୍ତୁ ବିଜେପି, ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି । କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି । ବିଜେଡି କାହାକୁ ପ୍ରାର୍ଥୀ ଘୋଷଣା କରିବ ତାହା ଜଣାପଡିନାହିଁ । କିନ୍ତୁ ବିଜେପି ଜୟ... Read moreDetails
ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ମମତାଙ୍କୁ ଘେରିଲା ବିଜେପି by M M Oct-12-2025 09:12 AM IST 0 ପଶ୍ଚିମବଙ୍ଗର ଦୁର୍ଗାପୁରରେ ଗତ ୧୦ ଅକ୍ଟୋବର (ଶୁକ୍ରବାର) ରାତିରେ ଜଣେ ଓଡ଼ିଆ ମେଡିକାଲ୍ ଛାତ୍ରୀଙ୍କ ସହ ଜଘନ୍ୟ ଗଣଦୁଷ୍କର୍ମ ଘଟିଛି। ଏହି ପୀଡ଼ିତାଙ୍କ ଘର ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର । ସେ ଦ୍ୱିତୀୟ ବର୍ଷର ଛାତ୍ରୀ। ସେ ଦୁର୍ଗାପୁରର ଏକ... Read moreDetails