ଦିଲ୍ଲୀ ବିମାନବନ୍ଦରରେ ବଡ଼ ଦୁର୍ଘଟଣା…ଆକାଶ-ସ୍ପାଇସ୍ଜେଟ୍ ଧକ୍କା…
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଟ୍ୟାକ୍ସିୱେରେ ଚାଲୁଥିବା ସମୟରେ ସ୍ପାଇସ୍ଜେଟ୍ ବିମାନ ଆକାଶ ଏୟାର୍ଲାଇନ୍ସର ଏକ ବିମାନକୁ ଧକ୍କା ଦେଇଛି। ଏହି ଧକ୍କାରେ ସ୍ପାଇସ୍ଜେଟ୍ ବିମାନର ଡେଣା କ୍ଷତିଗ୍ରସ୍ତ ହୋଇଛି। ସୂତ୍ର ଅନୁଯାୟୀ, ସ୍ପାଇସ୍ଜେଟ୍ ...









