ଜାପାନରେ ଭୟଙ୍କର ଭୂ-କମ୍ପ…ଜାରି ହେଲା ସୁନାମି ସତର୍କତା…
ଆଜି ଜାପାନର ଉତ୍ତରାଞ୍ଚଳରେ ୭.୪ ମ୍ୟାଗ୍ନିଚୁଡ଼ର ଏକ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପ ଯୋଗୁଁ ସୁନାମି ଚେତାବନୀ ଜାରି କରାଯାଇଛି। ଏନ୍ଡିଟିଭି ରିପୋର୍ଟ ଅନୁଯାୟୀ, ଆଜି ସକାଳ ୪:୫୩ ମିନିଟ୍ରେ ଉତ୍ତର ଇୱାତେ ପ୍ରିଫେକ୍ଚର ନିକଟରେ ପ୍ରଶାନ୍ତ ମହାସାଗରରେ ...


/odishatv/media/post_attachments/uploadimage/library/16_9/16_9_0/recent_photo_1742107207.jpg?w=640&resize=640,360&ssl=1)





