କେବେଠୁ ଆରମ୍ଭ ଖରା ଛୁଟି ? ଗଣଶିକ୍ଷା ମନ୍ତ୍ରୀ ଦେଲେ ବଡ଼ ବୟାନ…
ଓଡ଼ିଶାରେ ଗ୍ରୀଷ୍ମ ଋତୁର ତାତି କ୍ରମଶଃ ବଢ଼ୁଥିବାରୁ ସମସ୍ତ ଛାତ୍ର-ଛାତ୍ରୀ ଏବଂ ଅଭିଭାବକଙ୍କ ନଜର ଖରାଛୁଟି (ସମର୍ ଭେକେସନ୍) ଉପରେ ରହିଛି। ଏହି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ...









