ଦ୍ୱିତୀୟ ଦଫା ଶାନ୍ତି ଆଲୋଚନାକୁ କାହିଁକି ପ୍ରତ୍ୟାଖ୍ୟାନ କଲା ଇରାନ ?
ଯୁକ୍ତରାଷ୍ଟ୍ର ଆମେରିକା ସହ ଦ୍ୱିତୀୟ ଦଫା ଶାନ୍ତି ଆଲୋଚନାରେ ଭାଗ ନେବାକୁ ଇରାନ୍ ସ୍ପଷ୍ଟ ମନା କରିଦେଇଛି। ଇରାନର ଇସ୍ଲାମିକ୍ ରିପବ୍ଲିକ୍ ନ୍ୟୁଜ୍ ଏଜେନ୍ସି (ଆଇଆର୍ଏନ୍ଏ) କହିଛି ଯେ, ଇସ୍ଲାମାବାଦରେ ଦ୍ୱିତୀୟ ଦଫା ଆଲୋଚନା ବିଷୟରେ ପ୍ରଚାରିତ ଖବର ସମ୍ପୂର୍ଣ୍ଣ ଭୂଲ୍। ...


/odishatv/media/post_attachments/uploadimage/library/16_9/16_9_0/recent_photo_1742107207.jpg?w=640&resize=640,360&ssl=1)





