ହର୍ମୁଜରେ ଭାରତୀୟ ଜାହାଜକୁ ଗୁଳିମାଡ଼ ପରେ ବାହାରକୁ ଆସିଲା ବିକଳ ଅଡିଓ…ଆପଣ ଆମକୁ ଅନୁମତି ଦେଇଛନ୍ତି, ପ୍ଲିଜ…
ଇରାନ୍ ନୌସେନା ଦ୍ୱାରା ସ୍ଟ୍ରେଟ୍ ଅଫ୍ ହର୍ମୁଜରେ ଭାରତୀୟ ଜାହାଜକୁ ଗୁଳି ମାଡ଼ ପରେ ଏକ ଦୁଃଖଭରା ଅଡିଓ ବାହାରକୁ ଆସିଛି। ଏହି ଅଡିଓରେ ଶୁଣିବାକୁ ମିଳୁଛି...ଆପଣ ଆମକୁ ଅନୁମତି ଦେଇଛନ୍ତି, ଗୁଳିମାଡ କାହିଁକି କରୁଛନ୍ତି..। ଏକ ଭାରତୀୟ ଫ୍ଲାଗ୍ ଯୁକ୍ତ ...








