ମହିଳା ସଂରକ୍ଷଣ ବିଲ୍…ଆଜି ୧୨ ଘଣ୍ଟା ଆଲୋଚନା, କାଲି ଭୋଟିଂ by M M April 16, 2026 0 ଆଜି ଆରମ୍ଭ ହୋଇଥିବା ତିନିଦିନିଆ ବିଶେଷ ସଂସଦ ଅଧିବେଶନରେ ମହିଳା ସଂରକ୍ଷଣ ଉପରେ ସମ୍ବିଧାନ ସଂଶୋଧନ ବିଲ୍ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଜି ୧୨ ଘଣ୍ଟା ଧରି ଆଲୋଚନା ହେବ। ଏହି ବିଲ୍ଗୁଡ଼ିକର ଭୋଟିଂ କାଲି (ଅପ୍ରେଲ ୧୭) ...